ଭୁବନେଶ୍ବର: ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ, ପ୍ରତି କଲେଜ ପାଇଁ ପ୍ରଥମ ଅବସ୍ଥାରେ ଖର୍ଚ୍ଚ ହେବ ୧୦ କୋଟି, ଅନୁଦାନ ପାଇଁ ରାଜ୍ୟ ସରକାର ଡିପିଆର ପଠାଇଛନ୍ତି କେନ୍ଦ୍ରକୁ

ଭୁବନେଶ୍ବର: ମିଶନଶକ୍ତି ସ୍କୁଟି ଯୋଜନାର ଶୁଭାରମ୍ଭ, ମହିଳା ସଶକ୍ତିକରଣ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ, ୧୫ ହଜାର ମାଙ୍କୁ ଦିଆଯାଇଛି ସ୍କୁଟର, ସ୍କୁଟର ମାଆମାନଙ୍କ ପାଇଁ ପ୍ରତୀକ କହିଲେ ମିଶନ ଶକ୍ତି ସଚିବ

ପାକିସ୍ତାନ: ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସାହିଦ ଲତିଫକୁ ହତ୍ୟା, ସିଆଲକୋଟରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିରେ ମୃତ୍ୟୁ, ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ସାହିଦ, ଏନଆଇଏ ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା ସାହିଦ

ସୁନ୍ଦରଗଡ: ମାଆ- ଝିଅ ଉଦ୍ଧାର ଘଟଣାରେ ଏନଏଚଆରସିର ରିପର୍ଟ ତଲବ, ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି କରି ଜବାବ ତଲବ, ୪ ସପ୍ତାହରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭରେ ଆଜି ଭାରତର ଦ୍ବିତୀୟ ମୁକାବିଲା, ଆଫଗାନିସ୍ତାନକୁ ଭେଟିବ ଭାରତୀୟ ଦଳ, ମଧ୍ୟାହ୍ନ ୨ଟାରେ ଅରୁଣ ଜେଟଲି ଷ୍ଟାଡିୟମରେ ହେବ ଖେଳ

ଭୁବନେଶ୍ବ: ‘ଆମ ଓଡିଶା ନବୀନ ଓଡିଶା’ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରତି ଗାଁ ହେବ ସଶକ୍ତ ଓଡିଶାର ଛବି, କେନ୍ଦୁଝର ଜିଲ୍ଲା ପାଇଁ ୧୪୮କୋଟି ୫୦ଲକ୍ଷ, ଭଦ୍ରକ ପାଇଁ ୧୦୯ କୋଟି ବ୍ୟୟ ଅଟକଳ

ଚେନ୍ନାଇ: ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ କ୍ରିକେଟର ଶୁବମନ ଗିଲ, ଡେଙ୍ଗୁରେ ଆକ୍ରାନ୍ତ ହୋଇ ହେଉଥିଲେ ଚିକିତ୍ସିତ, ପ୍ଲାଟଲେଟ୍ ୭୦ ହଜାରକୁ ଖସି ଯିବା ପରେ ମେଡିକାଲରେ ହୋଇଥିଲେ ଭର୍ତ୍ତି

ନୂଆଦିଲ୍ଲୀ: ଅଡୁଆରେ ଆପ ବିଧାୟକ ଅମାନତୁଲ୍ଲା ଖାନ, ଇଡି କରୁଛି ଖାନଙ୍କ ଘର ଉପରେ ଚଢାଉ, ମନି ଲଣ୍ଡରିଂ ମାମଲାରେ ଇଡି ତନାଘନା, ଦିଲ୍ଲୀ ୱାକ୍ଅଫ ବୋର୍ଡ ନିଯୁକ୍ତି ଦୁର୍ନୀତି ଅଭିଯୋଗ ପରେ ଆକ୍ସନ

ସାଉଦି ଆରବ: ପାଲେଷ୍ଟାଇନକୁ ସମର୍ଥନ ଘୋଷଣା କଲେ ସାଉଦି ପ୍ରିନ୍ସ, ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ସହ କଲେ ଆଲୋଚନା, ପାଲେଷ୍ଟାନୀୟଙ୍କ ଅଧିକାର ପାଇଁ ସମର୍ଥନ କରିବାକୁ ଦେଲେ ପ୍ରତିଶ୍ରୁତି

ପୁରୀ: ଶ୍ରୀମନ୍ଦିରରେ ଲାଗୁ ହେବ ଡ୍ରେସ୍ କୋଡ, ଶରୀରକୁ ଢାଙ୍କୁଥିବା ପୋଷାକ ପିନ୍ଧି ମନ୍ଦିରକୁ ଯିବେ ଭକ୍ତ, ଜାନୁଆରୀ ୧ରୁ ଲାଗୁ ହେବ ନିୟମ