Skip to content
Wednesday, September 2, 2026
Responsive Menu
Support
English News
Odia News
Suchana TV
Search
Search
ସୂଚନା ଟିଭି
ଦେଶ-ବିଦେଶ
ରାଜ୍ୟ ଖବର
ଜିଲ୍ଲା
କେନ୍ଦ୍ରୀୟ ଓଡିଶା
କେନ୍ଦ୍ରାପଡ଼ା
ଜଗତସିଂହପୁର
ପୁରୀ
କଟକ
ଜଗତସିଂହପୁର
ନୟାଗଡ଼
ବାଲେଶ୍ୱର
ଭଦ୍ରକ
ଖୋର୍ଦ୍ଧା
ଯାଜପୁର
ମୟୂରଭଞ୍ଜ
ଉତ୍ତର ଓଡିଶା
ଅନୁଗୋଳ
ଝାରସୁଗୁଡ଼ା
କେନ୍ଦୁଝର
ଢେଙ୍କାନାଳ
ଦେବଗଡ଼
ବରଗଡ଼
ସମ୍ବଲପୁର
ସୁନ୍ଦରଗଡ଼
ସୁବର୍ଣ୍ଣପୁର
ବଲାଙ୍ଗୀର
ଦକ୍ଷିଣ ଓଡିଶା
ଗଞ୍ଜାମ
କନ୍ଧମାଳ
କଳାହାଣ୍ଡି
କୋରାପୁଟ
ଗଜପତି
ନବରଙ୍ଗପୁର
ନୂଆପଡ଼ା
ବୌଦ୍ଧ
ମାଲକାନଗିରି
ରାୟଗଡ଼ା
ରାଜନୀତି
ଶିକ୍ଷା ଓ ନିଯୁକ୍ତି
ସ୍ୱାସ୍ଥ୍ୟ
କଳା ଓ ସଂସ୍କୃତି
କ୍ରୀଡା
ମନୋରଞ୍ଜନ
ଜୀବନଚର୍ଯ୍ୟା
ରାଶିଫଳ
Home
Uncategorized
Page 47
Category:
Uncategorized
Uncategorized
ଝାରସୁଗୁଡା: ଝାରସୁଗୁଡାରୁ ପ୍ରତ୍ୟେହ କୋଲକାତା ଓ ବେଙ୍ଗାଲୁରୁ ଉଡିବ ବିମାନ, କୋଲକାତାକୁ ୫ ନଭେମ୍ବରରୁ ଓ ବେଙ୍ଗାଲୁରୁକୁ ୧୫ରୁ ବିମାନ ଉଡାଣ, ଝାରସୁଗୁଡା ବିମାନ କର୍ତ୍ତୃପକ୍ଷଙ୍କ ସୂଚନା
Uncategorized
ନୂଆଦିଲ୍ଲୀ: ଆହୁରି ଆକ୍ରାମକ ହେଲା ଇଜରାଏଲ, ଗାଜାକୁ ବିଦ୍ୟୁତ୍, ପାଣି, ଜାଳେଣି ପରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ, ସେପଟେ ସ୍ବଦେଶକୁ ଫେରିଲେ ୨୧୨ ଭାରତୀୟ, ଅପରେସନ ଅଜୟ ଅନ୍ତର୍ଗତ ପ୍ରତ୍ୟାବର୍ତ୍ତନ
Uncategorized
ବ୍ରହ୍ମପୁର: ନୂଆଗାଁ ବିଜିପୁର ନୀଳକଣ୍ଠ ନଗରରେ ହତ୍ୟା, ଶିଶୁ କଲ୍ୟାଣ କମିଟି ସଦସ୍ୟା ସୌଦାମିନୀ ରଥଙ୍କୁ ହତ୍ୟା, ତାଙ୍କ ମୁଣ୍ଡକୁ ପିଟି ହତ୍ୟା କରିଛି ଦୁର୍ବୃତ୍ତ
Uncategorized
ନୂଆଦିଲ୍ଲୀ: ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ନୱାବ ମଲିକଙ୍କୁ ଆଶ୍ବସ୍ତି, ଆଉ ୩ ମାସ ଅନ୍ତରୀଣ ଜାମିନ ବଢାଇଲେ ସୁପ୍ରିମ କୋର୍ଟ, ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଅଗଷ୍ଟ ୧୧ରେ ମିଳିଥିଲା ୨ ମାସ ଜାମିନ
Uncategorized
ଭୁବନେଶ୍ବର: ଏଣିକି ଗାଁ ସହ ଯୋଡି ହେବ ରାଜଧାନୀ, ଲକ୍ଷ୍ମୀ ଯୋଜନାରେ ଗମନାଗମନରେ ଆସିବ ବିପ୍ଳବ, ଆଜି ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ମାଲକାନଗିରିରୁ ହେବ ଯୋଜନାର ଶୁଭାରମ୍ଭ
Uncategorized
କଟକ: ଛତ୍ରବଜାର ପିଣ୍ଡି ଆବଣ୍ଟନର ଚାଲିଛି ଯାଞ୍ଚ, ପିଣ୍ଡି ବଣ୍ଟନରେ ଅନିୟମିତତା ନେଇ ହୋଇଥିଲା ଅଭିଯୋଗ, ସିଏମସି ଏନଫୋର୍ସମେଣ୍ଟ ଟିମ ପହଞ୍ଚି କରୁଛି ଯାଞ୍ଚ, ବ୍ୟବସାୟୀଙ୍କ କାଗଜର ହେଉଛି ତଦନ୍ତ
Uncategorized
ବିହାର: ନର୍ଥ ଟ୍ରେନ ଇଷ୍ଟ ଏକ୍ସପ୍ରେସ ଦୁର୍ଘଟଣାରେ ୪ ମୃତ, ୧୦୦ରୁ ଅଧିକ ଗୁରୁତର, ଗତକାଲି ବକ୍ସର ରଘୁନାଥପୁର ଷ୍ଟେସନରେ ହୋଇଥିଲା ଦୁର୍ଘଟଣା, ଏଥିରେ ୨୧ କୋଚ ଲାଇନଚ୍ୟୁତ, ତୁରନ୍ତ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ ନୀତିଶ
Uncategorized
ଭୁବନେଶ୍ବର: ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ, ପ୍ରତି କଲେଜ ପାଇଁ ପ୍ରଥମ ଅବସ୍ଥାରେ ଖର୍ଚ୍ଚ ହେବ ୧୦ କୋଟି, ଅନୁଦାନ ପାଇଁ ରାଜ୍ୟ ସରକାର ଡିପିଆର ପଠାଇଛନ୍ତି କେନ୍ଦ୍ରକୁ
Uncategorized
ଭୁବନେଶ୍ବର: ମିଶନଶକ୍ତି ସ୍କୁଟି ଯୋଜନାର ଶୁଭାରମ୍ଭ, ମହିଳା ସଶକ୍ତିକରଣ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ, ୧୫ ହଜାର ମାଙ୍କୁ ଦିଆଯାଇଛି ସ୍କୁଟର, ସ୍କୁଟର ମାଆମାନଙ୍କ ପାଇଁ ପ୍ରତୀକ କହିଲେ ମିଶନ ଶକ୍ତି ସଚିବ
Uncategorized
ପାକିସ୍ତାନ: ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସାହିଦ ଲତିଫକୁ ହତ୍ୟା, ସିଆଲକୋଟରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିରେ ମୃତ୍ୟୁ, ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ସାହିଦ, ଏନଆଇଏ ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା ସାହିଦ
Posts pagination
Previous
1
…
46
47
48
…
215
Next