କଣ୍ଟାବାଞ୍ଜି: ୫୯ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ, ୨ ଗୁରୁତର, ଫୁଗୁଡା ଛକ ନିକଟରେ ଟ୍ରକ ଓ ବୋଲେରୋ ଭିତରେ ମୁହାଁମୁହିଁ ଧକ୍କା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ୭୮ ବର୍ଷରେ ପଦାର୍ପଣ କଲେ ନବୀନ, ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ, ସେପଟେ ଭଉଣୀଙ୍କ ନିଧନ ପାଇଁ ଚଳିତ ବର୍ଷ ନିରାଡମ୍ବର ହେବ ଜନ୍ମଦିନ

Online Dating Advice For Men That can assist you in Finding Success

It can feel a little intimidating if you’re new to online dating or have n’t been…

ଭୁବନେଶ୍ବର: ଆଉ ଦୁଇ ଜିଲ୍ଲାରେ ଆରମ୍ଭ ହେବ ଆମ ଓଡିଶା ନବୀନ ଓଡିଶା, ପୁରୀ ଓ ନୟାଗଡ ପାଇଁ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଯୋଜନାରେ ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା

ପୁରୀ: ଶ୍ରୀମନ୍ଦିର ଡ୍ରେସ କୋଡକୁ ନେଇ ପରାମର୍ଶ ଜାରି, ପୁରୁଷଙ୍କ ପାଇଁ ପ୍ୟାଣ୍ଟ ସାର୍ଟ, ଚୁଡିଦାର ପଞ୍ଜାବୀ, ଧୋତି କୁର୍ତ୍ତା ପରି ପାରମ୍ପରିକ ପୋଷାକ, ମହିଳା ପିନ୍ଧିପାରିବେ ସାଢୀ ଓ ସାଲୱାର, ହାପ ପ୍ୟାଣ୍ଟ/ ଚିରା ଜିନ୍ସ ପରି ପୋଷାକ ଉପରେ ପ୍ରତିବନ୍ଧକ

ଭୁବନେଶ୍ବର: ପାରାଦୀପ ବନ୍ଦର ସଂଗଠନ ଅଧିକାରୀଙ୍କୁ ଭୁବନେଶ୍ବର ଆଣିଲା ସିବିଆଇ, ଗତକାଲି ଡା ରାଜେନ୍ଦ୍ର ପାଣିଗ୍ରାହୀଙ୍କ ଘରେ ହୋଇଥିଲା ରେଡ, ୨୪ ଘଣ୍ଟାରୁ ଅଧିକ ସମୟର ରେଡ ପରେ ଗିରଫ, କରୋନା କ୍ଲିୟରାନ୍ସ ପାଇଁ ନେଉଥିଲେ ୫୦ ହଜାର ଟଙ୍କା

ଝାରସୁଗୁଡା: ଝାରସୁଗୁଡାରୁ ପ୍ରତ୍ୟେହ କୋଲକାତା ଓ ବେଙ୍ଗାଲୁରୁ ଉଡିବ ବିମାନ, କୋଲକାତାକୁ ୫ ନଭେମ୍ବରରୁ ଓ ବେଙ୍ଗାଲୁରୁକୁ ୧୫ରୁ ବିମାନ ଉଡାଣ, ଝାରସୁଗୁଡା ବିମାନ କର୍ତ୍ତୃପକ୍ଷଙ୍କ ସୂଚନା

ନୂଆଦିଲ୍ଲୀ: ଆହୁରି ଆକ୍ରାମକ ହେଲା ଇଜରାଏଲ, ଗାଜାକୁ ବିଦ୍ୟୁତ୍, ପାଣି, ଜାଳେଣି ପରି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ, ସେପଟେ ସ୍ବଦେଶକୁ ଫେରିଲେ ୨୧୨ ଭାରତୀୟ, ଅପରେସନ ଅଜୟ ଅନ୍ତର୍ଗତ ପ୍ରତ୍ୟାବର୍ତ୍ତନ

ବ୍ରହ୍ମପୁର: ନୂଆଗାଁ ବିଜିପୁର ନୀଳକଣ୍ଠ ନଗରରେ ହତ୍ୟା, ଶିଶୁ କଲ୍ୟାଣ କମିଟି ସଦସ୍ୟା ସୌଦାମିନୀ ରଥଙ୍କୁ ହତ୍ୟା, ତାଙ୍କ ମୁଣ୍ଡକୁ ପିଟି ହତ୍ୟା କରିଛି ଦୁର୍ବୃତ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ନୱାବ ମଲିକଙ୍କୁ ଆଶ୍ବସ୍ତି, ଆଉ ୩ ମାସ ଅନ୍ତରୀଣ ଜାମିନ ବଢାଇଲେ ସୁପ୍ରିମ କୋର୍ଟ, ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଅଗଷ୍ଟ ୧୧ରେ ମିଳିଥିଲା ୨ ମାସ ଜାମିନ