ହାତୀ ପାଇଁ ଗଣ ଧାରଣାକୁ ଓହ୍ଲାଇବ ସାମାଜିକ ସୁରକ୍ଷା ମଞ୍ଚ

ଅନୁଗୁଳ ବନ୍ତଳାରେ ଦିନକୁ ଦିନ ବଢୁଥିବା ହାତୀ ଉପଦ୍ରବରେ ଅତିଷ୍ଠ ହେଲେଣି ଅଞ୍ଚଳବାସୀ। ହାତୀଙ୍କ ପାଇଁ ବନ୍ତଳାରେ ଜୀବନ ଜୀବିକା ଏକ…

ସମଲିଙ୍ଗୀ ଯୋଡିକୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା

ସମଲିଙ୍ଗୀ ବିବାହର ବୈଧୀକରଣକୁ ନେଇ ସୁପ୍ରିମ୍‌କୋର୍ଟ ସଂରକ୍ଷିତ ରଖିଥିବା ରାୟ ଆଜି ପ୍ରକାଶ ପାଇଛି। ସର୍ବୋଚ୍ଚ ଅଦାଲତ ସମଲିଙ୍ଗୀ ବିବାହକୁ ଆଇନଗତ…

ଖୋର୍ଦ୍ଧା: ତେଲ ଟ୍ୟାଙ୍କର ଧକ୍କାରେ ପୁଅ ମୃତ, ମାଆ ଗୁରୁତର, ସ୍କୁଲରୁ ମାଆ ପୁଅ ଫେରୁଥିବା ବେଳେ ଦୁର୍ଘଟଣା, ଟାଉନ ଥାନା ଭାଲିଆବାଡିରେ ଟ୍ୟାଙ୍କର ପିଟିଲା ସ୍କୁଟିକୁ

ମୟୂରଭଞ୍ଜ: ମହୁଲ ଗୋଦାମ ଉପରେ ଜିଏସଟି ଚଢାଉ, କରଞ୍ଜିଆର ମହୁଲ ଗୋଦାମ ଓ ଶୀତଳଭଣ୍ଡାର ଉପରେ ରେଡ, ୩୩୦ କେଜିରୁ ଅଧିକ ମହୁଲ ଓ ଦସ୍ତାବିଜ ଜବତ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହ ମାମଲାରେ ଆସିଲା ରାୟ, ଏହା ସହରୀ ଚିନ୍ତାଧାରା ନୁହେଁ, ସରକାରଙ୍କୁ କମିଟି ଗଠନ କରିବାକୁ ନିର୍ଦ୍ଦେଶ, କିଛି ସମୟରେ ଆସିବ ଚୂଡାନ୍ତର ରାୟ, ୫ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି

ଉତ୍ତରପ୍ରଦେଶ: ମେରଟର ଲୋହିଆ ନଗରରେ ବିସ୍ଫୋରଣ, ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣରେ ୪ ମୃତ, ୩ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ଭିକାରୀଙ୍କ ଉପରେ ବିଏମସିର କଡା ଆଭିମୁଖ୍ୟ, ରାଜଧାନୀ ହେବ ଭିକାରୀ ମୁକ୍ତ, ମନ୍ଦିର, ମଣ୍ଡପ, ରାସ୍ତାରେ ଭିକ ମାଗିବେନି ଭିକାରୀ, ବୈଠକରେ ବିଏମସିର ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟର ପ୍ରଥମ ମହିଳା ଗୀତିକାରଙ୍କ ନିଧନ, ୮୪ ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବିନୋଦିନୀ ଦେବୀ, ମଲାଜହ୍ନ ଚଳଚ୍ଚିତ୍ର ଜରିଆରେ ୧୯୬୫ରୁ ଆରମ୍ଭ କରିଥିଲେ ଗୀତ ଲେଖା

ଉତ୍ତରାଖଣ୍ଡ: ପିଥୋରଗଡରେ ଭୂକମ୍ପ ଝଟକା, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ରେକର୍ଡ, ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଭୂମିକମ୍ପ ସୂଚନା

ଭୁବନେଶ୍ବର: ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ, ୭୩ ବର୍ଷରେ ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ନିଧନ, ୧୯୯୫- ୨୦୦୦ ପର୍ଯ୍ୟନ୍ତ କଂଗ୍ରେସରୁ ବିଧାୟକ ହୋଇଥିଲେ, ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ