ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଗରେ ହଟ୍ଟଗୋଳ, ଯାଜପୁରର ଜନୈକ ମହିଳା କଲେ ପାଟିତୁଣ୍ଡ, ଅଭିଯୋଗ ନ ଶୁଣାଯିବାକୁ ନେଇ ତାତିଲେ ମହିଳା, ସୁରକ୍ଷା କର୍ମୀଙ୍କ ସହ କଲେ ପାଟିତୁଣ୍ଡ

ନୂଆଦିଲ୍ଲୀ: ଭାରତରେ ତାଞ୍ଜାନିଆ ରାଷ୍ଟ୍ରପତି ସାମିଆ ସୁଲୁହୁ ହାସ୍ସାନ, ହାସ୍ସାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ,ଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତକାର

ନୂଆଦିଲ୍ଲୀ: ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ଚାଲିଛି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେ ସି ବେନୁଗୋପାଳ ପ୍ରମୁଖ ସାମିଲ

ଭୁବନେଶ୍ବର: ରାଜ୍ୟ ଘରୋଇ ମାଲିକ ସଂଘକୁ ମନେଇବାକୁ ପ୍ରୟାସ, ବସ ମାଲିକ ସଂଘ ସହ ଆଲୋଚନା କରୁଛି ସିଏମଓ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଚାଲିଛି ଆଲୋଚନା, ଆସନ୍ତା କାଲିଠୁ ଧର୍ମଘଟ ଡାକରା ଦେଇଛି ସଂଘ, ଲକ୍ଷ୍ମୀ ବସକୁ ନେଇ ଦେଖାଦେଇଛି ବିବାଦ

Expectations for the Latino community

A solid sense of family is the basis for the life and relationships of Latino. In…

ଖୋର୍ଦ୍ଧା: ବାହାନଗା ଟ୍ରାଜେଡିର ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର, ସଂସ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସିବିଆଇ ଚିଠି, ଚିଠି ପରେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ୨୮ ମୃତଦେହ ରହିଛି ଭୁବନେଶ୍ବର ଏମ୍ସରେ

ଭୁବନେଶ୍ବର: ରାଜ୍ୟ ଆଇଏଏସ ସ୍ତରରେ ପରିବର୍ତ୍ତନ, ବିଷ୍ଣୁପଦ ସେଠୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ, ଭାସ୍କର ଜ୍ୟୋତି ଶର୍ମା ଲ୍ୟାଣ୍ଡ ରେକର୍ଡସ ଓ ସେଟେଲମେଣ୍ଟ କମିଶନର, ଜ୍ୟୋତିପ୍ରକାଶ ଦାସ ପଞ୍ଚାୟତିରାଜ ନିର୍ଦ୍ଦେଶକ, ରାମାଶିଷ ହାଜରାଙ୍କୁ ଅତିରିକ୍ତ ଭାବେ ବିଏସଇ ସଭାପତି ଦାୟିତ୍ବ

ଅନୁଗୁଳ: ପାଲଲହଡା ମୁକ୍ତାପୁର ଛକରେ ଦୁର୍ଘଟଣା, ଏନଏଚ-୪୯ରେ ଅଜଣା ଗାଡି ଧକ୍କାରେ ଦୁଇ ଛାତ୍ରଙ୍କ ମୃତ୍ୟୁ, ଉଭୟ ମର୍ଣ୍ଣିଂ ୱାକରେ ଯାଇଥିବା ବେଳେ ଅଘଟଣ

ଉତ୍ତରପ୍ରଦେଶ: ଆଜି ୯୧ତମ ବାୟୁସେନା ଦିବସ, ପ୍ରୟାଗରାଜରେ ବାୟୁସେନା ପକ୍ଷରୁ ଚାଲିଛି ମେଗା ଏୟାର ସୋ, ସେନା ପତାକାରେ ସ୍ଥାନ ପାଇଲା ତ୍ରିରଙ୍ଗା, ହଟିଲା ୟୁନିଅନ୍ ଜ୍ୟାକ୍

Onlyfans Anal – OnlyFans Online

Greatest Cam Women: Best Webcam Girls of 2023 If you love cam women it’s a safe…