ପାକିସ୍ତାନ: ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ସାହିଦ ଲତିଫକୁ ହତ୍ୟା, ସିଆଲକୋଟରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିରେ ମୃତ୍ୟୁ, ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ସାହିଦ, ଏନଆଇଏ ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା ସାହିଦ

ସୁନ୍ଦରଗଡ: ମାଆ- ଝିଅ ଉଦ୍ଧାର ଘଟଣାରେ ଏନଏଚଆରସିର ରିପର୍ଟ ତଲବ, ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି କରି ଜବାବ ତଲବ, ୪ ସପ୍ତାହରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭରେ ଆଜି ଭାରତର ଦ୍ବିତୀୟ ମୁକାବିଲା, ଆଫଗାନିସ୍ତାନକୁ ଭେଟିବ ଭାରତୀୟ ଦଳ, ମଧ୍ୟାହ୍ନ ୨ଟାରେ ଅରୁଣ ଜେଟଲି ଷ୍ଟାଡିୟମରେ ହେବ ଖେଳ

ଭୁବନେଶ୍ବ: ‘ଆମ ଓଡିଶା ନବୀନ ଓଡିଶା’ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରତି ଗାଁ ହେବ ସଶକ୍ତ ଓଡିଶାର ଛବି, କେନ୍ଦୁଝର ଜିଲ୍ଲା ପାଇଁ ୧୪୮କୋଟି ୫୦ଲକ୍ଷ, ଭଦ୍ରକ ପାଇଁ ୧୦୯ କୋଟି ବ୍ୟୟ ଅଟକଳ

ଚେନ୍ନାଇ: ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ କ୍ରିକେଟର ଶୁବମନ ଗିଲ, ଡେଙ୍ଗୁରେ ଆକ୍ରାନ୍ତ ହୋଇ ହେଉଥିଲେ ଚିକିତ୍ସିତ, ପ୍ଲାଟଲେଟ୍ ୭୦ ହଜାରକୁ ଖସି ଯିବା ପରେ ମେଡିକାଲରେ ହୋଇଥିଲେ ଭର୍ତ୍ତି

ନୂଆଦିଲ୍ଲୀ: ଅଡୁଆରେ ଆପ ବିଧାୟକ ଅମାନତୁଲ୍ଲା ଖାନ, ଇଡି କରୁଛି ଖାନଙ୍କ ଘର ଉପରେ ଚଢାଉ, ମନି ଲଣ୍ଡରିଂ ମାମଲାରେ ଇଡି ତନାଘନା, ଦିଲ୍ଲୀ ୱାକ୍ଅଫ ବୋର୍ଡ ନିଯୁକ୍ତି ଦୁର୍ନୀତି ଅଭିଯୋଗ ପରେ ଆକ୍ସନ

ସାଉଦି ଆରବ: ପାଲେଷ୍ଟାଇନକୁ ସମର୍ଥନ ଘୋଷଣା କଲେ ସାଉଦି ପ୍ରିନ୍ସ, ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ସହ କଲେ ଆଲୋଚନା, ପାଲେଷ୍ଟାନୀୟଙ୍କ ଅଧିକାର ପାଇଁ ସମର୍ଥନ କରିବାକୁ ଦେଲେ ପ୍ରତିଶ୍ରୁତି

ପୁରୀ: ଶ୍ରୀମନ୍ଦିରରେ ଲାଗୁ ହେବ ଡ୍ରେସ୍ କୋଡ, ଶରୀରକୁ ଢାଙ୍କୁଥିବା ପୋଷାକ ପିନ୍ଧି ମନ୍ଦିରକୁ ଯିବେ ଭକ୍ତ, ଜାନୁଆରୀ ୧ରୁ ଲାଗୁ ହେବ ନିୟମ

Sports betting Terminology

Articles Form of Gaming Chance Alive Wagering Unit Precisely what does threat of Ruin Mean Inside…

ସୁନ୍ଦରଗଡ: ମିଳିଲା ମା ଝିଅଙ୍କ ପରିଚୟ, ଛତିଶଗଡ ତପକରା ଥାନା ଖାରିବାହଲର ବାସିନ୍ଦା, ମହିଳାଙ୍କ ଭଉଣୀ ଓ ସାନ ଝିଅର ଜେରା କରୁଛି ଟାଉନ ଥାନା ପୋଲିସ