ନୂଆଦିଲ୍ଲୀ: ୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ,IMDର ସୂଚନା

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣା,ବିହାରର ୮୮ ଯାତ୍ରୀ ଏବଂ ପଶ୍ଚିମବଙ୍ଗର ୩୧ ଯାତ୍ରୀଙ୍କ ପତ୍ତା ମିଳୁନି

ଭୁବନେଶ୍ୱର: ବାହାନଗା ଦୁର୍ଘଟଣା ପରେ ଆଜି ପୁଣିଥରେ ଗଡ଼ିବ କରମଣ୍ଡଳ, ସନ୍ଧ୍ୟା ପ୍ରାୟ ୬.୩୦ରେ ଘଟଣାସ୍ଥଳ ଅତିକ୍ରମ କରିବ

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ୨୧୪ କୋରୋନା ପଜିଟିଭ୍ ଚିହ୍ନଟ, ଦେଶରେ ଆକ୍ରାନ୍ତ ସଂଖ୍ୟା ୪,୪୯,୯୨,୦୯୪କୁ ବୃଦ୍ଧି

ଛତିଶଗଡ଼: ବିଜାପୁର ସୁକୁମା ସୀମା ମୁର୍କାପାଲ ଜଙ୍ଗଲରେ ଯବାନ-ମାଓବାଦୀ ମୁହାଁମୁହିଁ

ଲଣ୍ଡନ: ଆଜିଠାରୁ ଓଭାଲରେ WTC ଫାଇନାଲ୍, ଭାରତ-ଅଷ୍ଟ୍ରେଲିଆ ମୁକାବିଲା

ମଣିପୁର: ଗୁଳିମାଡ଼ରେ ଯବାନ ସହିଦ,ଜୁନ୍‌ ୧୦ ଯାଏ ଇଣ୍ଟର୍‌ନେଟ୍‌ ସେବା ବନ୍ଦ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ RWDର ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରା,ସରକାରୀ କ୍ୱାର୍ଟର୍ସ ସହ ୭ଟି ସ୍ଥାନରେ ରେଡ୍

ଭୁବନେଶ୍ୱର: ଆଜି ୧୨୦୫ ନୂଆ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ମଣିପୁର: ଆକାଶଛୁଆଁ ପରିବା ଦର,ପେଟ୍ରୋଲ ଲିଟର ପିଛା ୨୦୦ ଟଙ୍କା