ଥରିଲା ଗୌହାଟୀ, ଦେଶର ଉତ୍ତରାଞ୍ଚଳର ବହୁ ସ୍ଥାନରେ ଝଟକା ଅନୁଭୂତ

ସକାଳୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି, ସକାଳ ସାଢେ ୫ଟା  ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୦.୨ ଡିଗ୍ରି ରେକର୍ଡ, ୧୮ ଯାଏଁ ଜାରି ରହିବ ସ୍ଥିତି

ନୟାଗଡ଼: ଭିଜିଲାନ୍ସ ଜାଲରେ ଜିଲ୍ଲା ଅତିରିକ୍ତ ସିଭିଲ୍ ସପ୍ଲାଇ ଅଫିସର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ, ଅଫିସର ବ୍ରଜେନ୍ଦ୍ର ନାୟକଙ୍କ ୫ ସ୍ଥାନରେ ଚଢାଉ

BOE-A-2020-2252 Texto enmendado del Anexo I, Listas de sustancias y métodos prohibidos, de la Convención Internacional contra el dopaje en el deporte, hecha en París el 18 de noviembre de 2005, cuyas Enmiendas fueron aprobadas en París el 15 de noviembre de 2019

BOE-A-2020-2252 Texto enmendado del Anexo I, Listas de sustancias y métodos prohibidos, de la Convención Internacional…

ମୁମ୍ବାଇ: ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୭ ଯାଏ ଏସିଆ କପ୍, ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ ମ୍ୟାଚ୍

ବ୍ରହ୍ମପୁର: ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ବ୍ରହ୍ମପୁର ଏମକେସିଜି ଚର୍ମ ବିଭାଗର ପ୍ରଥମ ବର୍ଷ ଛାତ୍ରୀ ଥିଲେ, ସଂକଟାପନ୍ନ ଅବସ୍ଥାରେ ହଷ୍ଟେଲରୁ ହୋଇଥିଲେ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଜଳେଶ୍ୱର: କବାଟଘାଟି ଗାଁରେ ବାପା ଓ ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟାକଲା ଦୁର୍ବୃତ୍ତ

ପୁରୀ: ଆସନ୍ତା ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ପାଇଁ ମିଳିବ ମାତ୍ର ୩ ଘଣ୍ଟା

ଭୁବନେଶ୍ୱର: ରାଜଧାନୀରେ ଅସହ୍ୟ ତାତି, ଦିନ ୧୧ଟା ୩୦ ସୁଦ୍ଧା ତାପମାତ୍ରା ୪୧ ଡିଗ୍ରୀ ଛୁଇଁଲା

ନୂଆଦିଲ୍ଲୀ: ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲା, ବ୍ରିଜ ଭୂଷଣଙ୍କ ବିରୋଧରେ ପ୍ରମାଣ ଅଭାବରୁ କ୍ଲିନଚିଟ୍