ମହାରାଷ୍ଟ୍ର: କଣ୍ଟେନର ଧକ୍କାରେ ୭ ମୃତ, ୨୮ ଆହତ, ଏକାଧିକ ଗାଡିକୁ ଧକ୍କା ଦେଇ ଓଲଟିଲା କଣ୍ଟେନର, ଧୁଲେ ଜିଲ୍ଲା ଶିରପୁର ତାଲୁକରେ ହୋଇଛି ଦୁର୍ଘଟଣା

ନୂଆଦିଲ୍ଲୀ: କାନାଡା ଦୂତାବାସକୁ ଭାରତର ସମନ, ଖାଲିସ୍ଥାନୀ ଚରମପନ୍ଥୀଙ୍କ ଧମକ ପରେ ପଦକ୍ଷେପ, ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ମିଳୁଛି ଧମକ

ନୂଆଦିଲ୍ଲୀ: କେନ୍ଦ୍ର ଓ ଦିଲ୍ଲୀ ଏଲଜିଙ୍କୁ ସୁପ୍ରିମ କୋର୍ଟଙ୍କ ନୋଟିସ, ଡିଇଆରସି ଅଧ୍ୟକ୍ଷ ନିଯୁକ୍ତି  ବିଜ୍ଞପ୍ତିକୁ ଦିଲ୍ଲୀ ସରକାର କରିଥିଲା ଚ୍ୟାଲେଞ୍ଜ, ଜୁନ ୨୨ରେ କେନ୍ଦ୍ର ଜାରି କରିଥିଲା ନୋଟିଫିକେସନ

Intralinks Data Room Features

Intralinks ‘ virtual data rooms provide businesses with a secure space to share documents and information…

ଭୁବନେଶ୍ୱର: ବିଏମସି ପକ୍ଷରୁ ଡେଙ୍ଗୁ ସଚେତନାକ କାର୍ଯ୍ୟକ୍ରମ, ଡେଙ୍ଗୁକୁ ଜାଣିବା-ଡେଙ୍ଗୁକୁ ତଡିବା

ନୂଆଦିଲ୍ଲୀ: କେଜରିୱାଲ ସରକାରକୁ ଜବାବ ତଲବ, ଗତ ୩ ବର୍ଷର ବିଜ୍ଞାପନ ଖର୍ଚ୍ଚ ମାଗିଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଜମି ବଦଳରେ ଚାକିରି ମାମଲା, ଦିଲ୍ଲୀ ରୋଜ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ ଦାଖଲ କଲା ସିବିଆଇ, ତେଜସ୍ୱୀ ଯାଦବଙ୍କ ସହ ଏକାଧିକଙ୍କ ନାମ ଉଲ୍ଲେଖ

ଆମେରିକା: ବାଲତିମୋରରେ ଆଖିବୁଜା ଗୁଳିମାଡ, ୪ ଜଣଙ୍କ ମୃତ୍ୟୁ, ୨୫ ଜଣ ଆହତ, ପୋଲିସ ତଦନ୍ତ ଜାରି

ମହାରାଷ୍ଟ୍ର: ପାଲଘର ଅଞ୍ଚଳରେ ଭୂକମ୍ପ, ଅପରାହ୍ନରେ ମୃଦୁ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ୨.୫ ରେକର୍ଡ

ବ୍ରିଟେନ: ଆଜିଠାରୁ ୱିମ୍ବଲଡନ୍-୨୦୨୩ ଆରମ୍ଭ, ୧୬ ତାରିଖ ଯାଏ ଚାଲିବ ଟୁର୍ଣ୍ଣାମେଣ୍ଟ