ଆଜିର ସୁନା ଦର: ଗହଣା କିଣିବା ପୂର୍ବରୁ ଜାଣନ୍ତୁ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଦର

ଭୁବନେଶ୍ୱର: ଯଦି ଆପଣ ଆଜି ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ଗହଣା କିଣିବା ପୂର୍ବରୁ ଆଜିର ସୁନା ଦର ସମ୍ପର୍କରେ…

ନିଶା ବେପାରୀ ସାବଧାନ ! ପାରାଦ୍ୱୀପରେ ପୋଲିସର କଡ଼ା ନଜର, ସାଇବର ଠକଙ୍କୁ ବି ଛାଡ଼ ନାହିଁ

ବନ୍ଦର ନଗରୀ ପାରାଦ୍ଵୀପ କୁ ଅପରାଧ ମୁକ୍ତ, ନିଶା ମୁକ୍ତ କରିବା ସହିତ ସାଇବର କ୍ରାଇମ କୁ ରୋକିବା ପାଇଁ ପାରାଦ୍ଵୀପ…

ତୁଳସୀ ମହିଳା ମହାବିଦ୍ୟାଳୟର ୪୮ତମ ପ୍ରତିଷ୍ଠା ଦିବସ, ପ୍ରତିଭାବାନ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା ତୁଳସୀ ମହିଳା ମହାବିଦ୍ୟାଳୟର ୪୮ତମ ପ୍ରତିଷ୍ଠା ଦିବସ ଆଜି ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଭବ୍ୟ ଭାବେ ପାଳିତ ହୋଇଛି। ଶିକ୍ଷାନୁଷ୍ଠାନର…

ସ୍କୁଲରୁ ଛାତ୍ର ନିଖୋଜ

ନିଋଦ୍ଧିଷ୍ଟଙ୍କ ସମ୍ପର୍କରେ ସୂଚନାଡାଙ୍ଗସରଡା ହାଇସ୍କୁଲ ହଷ୍ଟେଲରୁ ନିଖୋଜନାମ-କୁନାଲ ସବରଗ୍ରାମ-ଯୁଗପାଦର,ଡାଙ୍ଗସରଡା,ରାୟଗଡାଯୋଗାଯୋଗ ନମ୍ବର:83288778758260083278 କୁନାଲ ସବର ନାମକ ପିଲାଟି ଗତ ୧୦ ଦିନ ଧରି…

ବନ୍ୟା ସ୍ରୋତରେ ଭାସିଗଲେ ଯୁବକ

ଆଜିକୁ ୭ ଦିନ ହେବ ଆଳି-ଗୋବିନ୍ଦପୁର ରାସ୍ତାର ମାନପୁର ଘୋଷରା ରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଅଛି। ଗୋଟେ ପଟରୁ…

୩୫ ଦିନରେ ବି ଧରାପଡ଼ିଲେନି ଅଭିଯୁକ୍ତ? ରାଇବଣିଆ ଥାନା ବିରୋଧରେ ପୀଡ଼ିତାଙ୍କ ଗୁରୁତର ଅଭିଯୋଗ

ବର୍ବରତାର ସୀମା ଡେଇଁଛି ପଡ଼ୋଶୀ ଯୁବକ ରାମଚନ୍ଦ୍ରର ରାମାୟଣ !ପୋଲିସର ଅପାରଗତା ହିଁ ପ୍ରମାଣ ଦେଉଛି ଖାକି ବର୍ଦି ଆଜି କେତେ…

ବର୍ଷାର ସେ ଅପରାହ୍ନ, ବାପାଙ୍କ ଭିଡିଓ କଲ୍ ଓ ଆଖିରେ ଲୁହ… SDPO ସୃଷ୍ଟିଙ୍କ ହୃଦୟସ୍ପର୍ଶୀ କାହାଣୀ

୨୦୨୩ ମସିହା ଜୁଲାଇ ୩୧ତାରିଖ । ଦିଲ୍ଲୀର ଦ୍ୱିପ୍ରହର ସମୟ । ପ୍ରବଳ ବର୍ଷା ହେଉଥାଏ । ସେହିଦିନ ଓପିଏସ୍ ରେଜଲ୍ଟ…

୨୦୨୫ ଏପ୍ରିଲ 22 ତାରିଖର ସେ ଛାତି ଥରା ଘଟଣା ମନରୁ ନ ଯାଉଣୁ ଏବେ ପୁଣି ଥରେ ପେହଲଗାମରେ ଲାଗିଛି ରକ୍ତର ଛିଟା

୨୦୨୫ ଏପ୍ରିଲ 22 ତାରିଖର ସେ ଛାତି ଥରା ଘଟଣା ମନରୁ ନ ଯାଉଣୁ ଏବେ ପୁଣି ଥରେ ପେହଲଗାମରେ ଲାଗିଛି…

କେରଳରେ ବର୍ଷାର କରାଳ ରୂପ , ଇଡୁକ୍କି ଭୂସ୍ଖଳନରେ ମହିଳାଙ୍କ ପ୍ରାଣ ହାନି ଘଟିଛି |

କେରଳରେ ବର୍ଷାର ଭୟଙ୍କର ତାଣ୍ଡବ ଦେଖାଇବା ଆରମ୍ଭ କରିଛି । କିଛି ଦିନ ଧରି ଲାଗିରହିଥିଲା ପ୍ରବଳ ବର୍ଷା ଫଳରେ ରାଜ୍ୟର…

ବିକଶିତ ଓଡ଼ିଶା’ର ବାସ୍ତବ ଚିତ୍ର? ସ୍ୱାଧୀନତାର ୭୯ ବର୍ଷ ପରେ ବି ପାଣି ମୁନ୍ଦାଏ ପାଇଁ ହାହାକାର

ସ୍ୱାଧୀନତାର ଦୀର୍ଘବର୍ଷପରେ ବି ଆଜି ପିଇବା ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ପତ୍ରପୁର ପଞ୍ଚାୟତର 60 ପରିବାର।ଗୋଟେପଟେ ସରକାର…