ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ହଠାତ୍ ହ୍ରାସ ଘଟିଛି। ଏମିତିକି ଅକ୍ଟୋବର ମାସରେ, ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟରେ ୧୧…
Category: ମୁଖ୍ୟ ଖବର
ଏସୀୟ କ୍ରୀଡ଼ାରେ ୧୦୦-ପଦକ ଲକ୍ଷ୍ୟ ହାସଲ କଲା ଭାରତ
ଚୀନ୍ର ହାଙ୍ଗ୍ଜୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ୧୦୦ତମ ପଦକ ଜିଣି ଭାରତୀୟ ଦଳ ତା’ର ଲକ୍ଷ୍ୟ ହାସଲ କରିଛି। ଭାରତର…
ରେକର୍ଡ ଭାଙ୍ଗିବା ଉଦେଶ୍ୟରେ ୧୦୪ ବର୍ଷ ବୟସ୍କା ମହିଳା ଡେଇଁଲେ ବିମାନରୁ, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡ଼ିଓ
ଡୋରୋଥୀ ହୋଫନର୍ ୧୦୪ ବର୍ଷ ବୟସରେ ବିମାନରୁ ଡେଇଁ ସ୍କାଏଡାଇଭିଂ କରିଥିଲେ। ତାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ…
ରାସ୍ତାରେ ଶୁଖୁଥିଲା ବାଣ, ଚଢିଗଲା କାର, ତାପରେ…
ରାସ୍ତା ମଝିରେ ଶୁଖୁଥିବା ବାଣ ଉପରେ କାର ଚଢିଯିବାରୁ ହେଲା ଭୟଙ୍କର ବିସ୍ଫୋରଣ। କାର କ୍ଷତିଗ୍ରସ୍ତ ହେବା ସହ ଘରସବୁରେ ସୃଷ୍ଟି…
ଦୀପାବଳି ପରେ ହୋଇପାରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ, ଫଳାଫଳ ଡିସେମ୍ବର ୧୫ ପୂର୍ବରୁ ଆସିପାରେ, ଇସିର ଯୋଜନା ପ୍ରସ୍ତୁତ
୫ଟି ରାଜ୍ୟ ବିଧାନସଭା ନିର୍ବାଚନ: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ…
ସୋସିଆଲ ମିଡିଆ X ରେ ବର୍ଷାଙ୍କୁ ଅନୁଭବ କହିଲେ ଏହି କଥା…
ସିନେ ଦମ୍ପତ୍ତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲା ଭିତରେ ଆଜି ସୋସିଆଲ ମିଡିଆ ‘ଏକ୍ସ’ରେ ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ…
ଆଜି ଦେଶର ସର୍ବକନିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ
ସେ କେଉଁ ରାଜାଙ୍କ ସେନାପତି ନଥିଲେ କି କେଉଁ ପରାକ୍ରମୀ ଯୋଦ୍ଧା ମଧ୍ୟ ନଥିଲେ । ସେ ଜଣେ ମାଟି ମାକୁ…
ବାଲେଶ୍ବରରେ ପୁଣି ଓଲଟିଲା ଟ୍ରେନ ବଗି
ବାଲେଶ୍ବରରେ ପୁଣି ଓଲଟିଲା ଟ୍ରେନ ବଗି । ଲଗାଣ ବର୍ଷା ଫଳରେ ରେଳ ଧାରଣାରୁ ମାଟି ଅତଡା ଖସିବା ଫଳରେ ଡାଉନ…
ଆଜିଠାରୁ କ୍ରିକେଟ ବିଶ୍ବକପ
କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଲାଗି କ୍ଷେତ୍ର ପ୍ରସ୍ତୁତ । ବିସିସିଆଇ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହି କ୍ରିକେଟ…
ଅଚଳ ସୋଲାର ଜଳ ଯୋଗାଣ ପ୍ରକଳ୍ପ, ସେପଟେ ନଦୀକୁ ପାଣି ପାଇଁ ଗଲେ ଗଲା ଜୀବନ
ଲୋକମାନଙ୍କ ନିକଟରେ କିପରି ସ୍ବଛ ପାନୀୟ ଜଳ ପହଁଚି ପାରିବ ସେଥିପାଇଁ ସରକାର ଜଳନିଧି ଯୋଜନା ମାଧ୍ୟମରେ ପ୍ରତେକ ଘରକୁ ପାନୀୟ…