ଗୋଟିଏ ନାହିଁ କି ୨ଟି ନୁହଁ, ମାସକ ମଧ୍ୟରେ ଚାଲିଗଲାଣି ୧୦ରୁ ଉର୍ଦ୍ଧ୍ବ ଜୀବନ । ଅଜଣା ରୋଗ ସାଜିଛି ଏମାନଙ୍କ…
Category: ମୁଖ୍ୟ ଖବର
ଏଣିକି ଭୁବନେଶ୍ୱରରେ ହେବ ନାର୍କୋ ଟେଷ୍ଟ
କୌଣସି ଅଭିଯୁକ୍ତ କିମ୍ବା ଅପରାଧୀର ନାର୍କୋ ଟେଷ୍ଟ ପାଇଁ ଆଉ ମୁମ୍ବାଇ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଭୁବନେଶ୍ୱର…
ଦୁଇ ଜଣଙ୍କ ନେତୃତ୍ବ ପରେ ତୃତୀୟ ଏଣ୍ଟ୍ରୀ ବରୀ ରାଜନୀତିକୁ କରିଛି ସରଗରମ
୨୦ ୨୪ ନିର୍ବାଚନ ପୂର୍ବରୁ ଯାଜପୁର ଜିଲ୍ଲା ବରୀରେ ଆରମ୍ଭ ହୋଇଗଲାଣି ବିଜେଡିରେ ବାଦି ପାଲା। ପୂର୍ବରୁ ଦୁଇ ଦୁଇ ଜଣ…
ପୂଜା ପାଇଁ ସୁରକ୍ଷା ଦାୟିତ୍ବରେ ୩୧ ପ୍ଲାଟୁନ ଫୋର୍ସ
ଦଶହରା ପୂଜା ପାଇଁ କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂଜା ପାଇଁ ସୁରକ୍ଷା…
ଓଡ଼ିଶା ଓ ତ୍ରିପୁରା ପାଇଁ ନୂଆ ରାଜ୍ୟପାଳ
ଓଡ଼ିଶାର ରାଜ୍ୟପାଳ ହେବେ ରଘୁବର ଦାସ ।ଝାଡଖଣ୍ଡର ପୁର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ…
‘ଲକ୍ଷ୍ମୀ’ ବସ୍ରେ ଚଢିବା ପାଇଁ ମହିଳାଙ୍କ ପ୍ରତିଯୋଗିତା
ଝରକା ଦେଇ ‘ଲକ୍ଷ୍ମୀ’ ବସ୍ରେ ଚଢ଼ିଲେ ବଣ୍ଡା ମହିଳା। ଖାଲି ଚଢିଲେନି, ବସ୍ରେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା…
ସମଲିଙ୍ଗୀ ଯୋଡିକୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍କା
ସମଲିଙ୍ଗୀ ବିବାହର ବୈଧୀକରଣକୁ ନେଇ ସୁପ୍ରିମ୍କୋର୍ଟ ସଂରକ୍ଷିତ ରଖିଥିବା ରାୟ ଆଜି ପ୍ରକାଶ ପାଇଛି। ସର୍ବୋଚ୍ଚ ଅଦାଲତ ସମଲିଙ୍ଗୀ ବିବାହକୁ ଆଇନଗତ…
୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯିବ: ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ୫ଟି ନୂତନ ଖେଳକୁ ଅନୁମୋଦନ
୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ବି କ୍ରିକେଟ୍ ଖେଳାଯିବ | ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ସଭାପତି ଥୋମାସ୍ ବାକଙ୍କ ନେତୃତ୍ୱରେ…
ଟିକେଟ୍ କଟିବା ନେଇ କଳ୍ପନାଜଳ୍ପନା ମଧ୍ୟରେ ହେମା ତାଙ୍କ ଜନ୍ମଦିନରେ କହିଛନ୍ତି ଯେ ‘ମୁଁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ’
ଲୋକସଭା ନିର୍ବାଚନ ୨୦୨୪ ଅଭିନେତ୍ରୀ ହେମା ମାଲିନି, ଯିଏ ଦୁଇଥର ମଥୁରା ଲୋକସଭା ଆସନ ଜିତିଛନ୍ତି, ସେ ପୁଣିଥରେ ବ୍ରଜ ରେ…
‘ଇସ୍ରାଏଲ୍ ସହିତ ହମାସ୍ ୩୬ ଟି ଦେଶର ନାଗରିକଙ୍କୁ ବନ୍ଧକ ରଖିଛି’, ସାହାଯ୍ୟ ପାଇଁ ଗୁହାରି ଜଣାଇଲେ ଇସ୍ରାଏଲ୍ ଅଭିନେତ୍ରୀ
ଇସ୍ରାଏଲ୍ ଅଭିନେତ୍ରୀ ରୋନା-ଲି ଶିମନ୍ ଗଣମାଧ୍ୟମକୁ ସେଠାରେ ଥିବା ଅବସ୍ଥା ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ ଇସ୍ରାଏଲର ପ୍ରତ୍ୟେକ…