
ଚାନ୍ଦବାଲି ବ୍ଲକ ମତୋ ଠାରେ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ରେ ୯ବମ ବର୍ଷ ପୂର୍ତ୍ତି ଅବସରରେ ନବବର୍ଷ ପାଳନ କରାଯାଇଛି । ମତୋ ବଜାରରେ ଏକ ବ୍ରେନ ସଫ୍ଟ ଅଇଟି (ବି.ଏସ.ଆଇଟି) ୨୦୧୫ ମସିହାରୁ ସ୍ଥାନୀୟ ଅଞ୍ଚଳରେ ଗରିବ ପିଲାମାନଙ୍କ ପାଇଁ ସ୍ବଳ୍ପଅର୍ଥ ରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିଆସୁଛନ୍ତି ।
ଏପରି କମ୍ପ୍ୟୁଟର ଶିକ୍ଷାଦାନକୁ ଅଞ୍ଚଳବାସି ପ୍ରଶଂସା କରିଛନ୍ତି । ଉକ୍ତ ଶିକ୍ଷା କେନ୍ଦ୍ରରେ ସମସ୍ତ ବର୍ଗର ପିଲା କମ୍ପ୍ୟୁଟର ଶିକ୍ଷାଲାଭ କରୁଛନ୍ତି । ଏହି ଶିକ୍ଷା କେନ୍ଦ୍ରରେ PGDCA, A-PGDCA, DCA, TALLI, DTP ଆଦି ବିଭାଗରେ ପିଲାମାନଙ୍କୁ ଶିକ୍ଷାପ୍ରଦାନ କରାଯାଉଥିବାର ସତ୍ୟରଞ୍ଜନ ସାହୁ କହିଛନ୍ତି ।
ଚଳିତ ବର୍ଷ ଶିକ୍ଷା ଲାଭ କରୁଥିବା ପିଲା ଓ ନୂତନ ନାମ ଲେଖାଇଥିବା ପିଲାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଏକ ଲାପଟପ ବ୍ୟାଗ ଦିଆଯାଇଛି ବୋଲି ଛାତ୍ର ଛାତ୍ରୀ କହିଛନ୍ତି । ଗରିବ ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦାନ କରି ଅନୁଷ୍ଠାନ ଗର୍ବିତ ଅନୁଭବ କରୁଛି ବୋଲି କହିଛନ୍ତି ଅନୁଷ୍ଠାନର ଚେୟାରମେନ ।
Your point of view caught my eye and was very interesting. Thanks. I have a question for you.
Thanks for sharing. I read many of your blog posts, cool, your blog is very good.
I don’t think the title of your article matches the content lol. Just kidding, mainly because I had some doubts after reading the article.