
ନିଋଦ୍ଧିଷ୍ଟଙ୍କ ସମ୍ପର୍କରେ ସୂଚନା
ଡାଙ୍ଗସରଡା ହାଇସ୍କୁଲ ହଷ୍ଟେଲରୁ ନିଖୋଜ
ନାମ-କୁନାଲ ସବର
ଗ୍ରାମ-ଯୁଗପାଦର,ଡାଙ୍ଗସରଡା,ରାୟଗଡା
ଯୋଗାଯୋଗ ନମ୍ବର:
8328877875
8260083278

କୁନାଲ ସବର ନାମକ ପିଲାଟି ଗତ ୧୦ ଦିନ ଧରି ନିଖୋଜ। ଏବେ ଯାଏ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କୁ ଜଣା ନ ଥିଲା। ଏହାକୁ ଖାମଖିଆଲି ବା ଦାୟିତ୍ବହୀନତା ଯାହା ବି କହିଲେ କମ ହେବ। ସରକାରୀ ସେବାରେ ଥାଇ ଏଭଳି ଦାୟିତ୍ବହୀନତା ଅଞ୍ଚଳ ବାସୀଙ୍କୁ ଚକିତ କରିଛି । ଦଶଦିନ ପରେ ସ୍କୁଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ।
ଗତକାଲି ରାତିରେ ପରିବାର ଲୋକେ ହାଇସ୍କୁଲକୁ ଯାଇ ବୁଝିବାରୁ ଜଣାପଡିଲା ଯେ,କେହି ଜଣେ ଏହି ପିଲାକୁ ବାଇକ୍ ରେ ବସାଇ ଚନ୍ଦ୍ରପୁର ରୋଡ୍ ଦେଇ କୁଆଡେ ନେଇଯାଇଛି। ଏ କଥା ହଷ୍ଟେଲ ଥିବା ଛାତ୍ରଙ୍କ ଠାରୁ ଜଣାପଡିଛି। ମାତ୍ର ହଷ୍ଟେଲ ଦାୟିତ୍ବରେ ଶିକ୍ଷଙ୍କ ପାଖରେ ଖବର ନଥିଲା ।
ସମସ୍ତଙ୍କୁ ଅନୁରୋଧ,ଦୟାକରି ଏହି ଫଟୋକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଯଦି କେହି ସହୃଦୟ ବ୍ୟକ୍ତି ଏହି ପିଲାକୁ କୌଣସି ଜାଗାରେ ଦେଖନ୍ତି ତେବେ ତୁରନ୍ତ ଉପର ଲିଖିତ ମୋବାଇଲ ନମ୍ବର ବା ଠିକଣାରେ ଯୋଗାଯୋଗ କରିବାକୁ ଅନୁରୋଧ ।