ଚର୍ଚ୍ଚାରେ ଓଡ଼ିଆ ଖାଦ୍ୟ: ହର୍ଷ ବର୍ଦ୍ଧନ ଗୋଏଙ୍କାଙ୍କୁ ମୋହିତ କଲା ପଖାଳ ଓ ପାରମ୍ପରିକ ସ୍ୱାଦ

ଚର୍ଚ୍ଚାରେ ଏବେ ଓଡ଼ିଆଙ୍କ ଖାଦ୍ୟ |ଶିଳ୍ପପତି ହର୍ଷ ବର୍ଦ୍ଧନ ଗୋଏଙ୍କା ସୋସିଆଲ ମିଡ଼ିଆ ରେ ଓଡ଼ିଆ ଖାଦ୍ୟକୁ ନେଇ ଢେରସାରା ପ୍ରଶଂସା କରିଛନ୍ତି ଓଡ଼ିଆ ଖାଦ୍ୟରେ ତାଙ୍କର ସବୁଠାରୁ ଅଧିକ ଭଲ ଲାଗୁଥିବା ଖାଦ୍ୟାହେଉଛି ସଂଯମା ସେ କହିଛନ୍ତି ସେଥିରେ ଅଧିକ କ୍ରିମ, ଲହୁଣୀ, କିମ୍ବା ଅଧିକ ଲଙ୍କାର ବ୍ୟବହାର କରାଯାଏ ନାହିଁ ସେଥିରେ ସନ୍ତୁଳନ ଓ ସତେଜତାରେ ଅଧିକ ଗୁରୁତ୍ୱ ଦିଆଯାଏ ଘରେ ତିୱାରୀଖାଦ୍ୟ ଆଳୁ ବାଡ଼ି ବାଇଗଣ ଛୁଇଁ ବେସର, ଦହିବରା ଆଳୁଦମ ଛେନା ତରକାରୀ ଚକୁଳି ପିଠା ଓ ଆଳୁପାତ୍ର ବେସର କୁ ସେ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରିଛନ୍ତି |

ବିଶେଷ କରି ସେ ଓଡ଼ିଆ ଖାଦ୍ୟ ପଖାଳ ଓ ପାରମ୍ପରିକ ସ୍ୱାଦ ସରଳତାକୁ ସେ ଖୁବ ପସନ୍ଦ କରିଥିବା ଚର୍ଚା କୁ ଆସିଛି ଗୋଏଙ୍କା ଙ୍କ ଏହି ପୋଷ୍ଟ କୁ ଲୋକ ବହୁତ ପସନ୍ଦ କରିଛନ୍ତି| ଅସଲ ଅନ୍ନ ଓ ଡାଲମା ଖାଇବାକୁ ସତ୍ୟ ନାୟକ ନାମକ ଜଣେ ବ୍ୟାଙ୍କି ତାଙ୍କୁ ପରାମର୍ଶ ଦେଇଛନ୍ତି | ଓଡ଼ିଆ ଭୋଜନ ଏବେ ଧୀରେ ଏହାର ହକ ପାଇବା ଆରମ୍ଭ କରିଛି |