
କଳାହାଣ୍ଡି ଗସ୍ତରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ। ସେହି ଅବସରରେ କେସିଙ୍ଗା ଗସ୍ତରେ ଆସି କିକିଆ ପଞ୍ଚାୟତ ଭେଜି ପଦର ଗାଁ ର ବସୁଧା ପାଣିଟାଙ୍କି ଏବଂ ଗାଈଗାଁ ପଞ୍ଚାୟତ କେରୋକୁଡା ଗାଁ ର ମାର୍କେଟ ପିଣ୍ଡି ଉଦଘାଟନ କରିଥିଲେ। ସେହିପରି ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କୁ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ଅବଗତ କରାଇଥିଲେ।