
ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ ।ଚାଲିଗଲା ଡ୍ରାଇଭରଙ୍କ ଜୀବନ । ଏଭଳି ଏକ ଦୁକଦ ଘଟଣା ଦେଖିବାକୁ ମିଲିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କଲରାଗଡ଼ିଆ ନିକଟରେ । ଏକ ଟ୍ରାକ୍ଟର ଚିପ୍ସ ଲୋର୍ଡ କରି ଯାଉଥିବା ବେଳେ କେନ୍ଦୁଝର ଆଡୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା ଟ୍ରାକ୍ଟରଟିକୁ ।
ଫଳରେ ଟ୍ରାକ୍ଟରଟି ଦ୍ରୁଘଟଣା ଗସ୍ତ ହୋଇ ଚୁରମାର ହୋଇ ଯାଇଥବା ବେଳେ ଡ୍ରାଇଭର ଜଣଙ୍କ ଅବସ୍ଥା ଗୁରୁତ୍ୱର ହୋଇଥିଲା ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଉଧାର କରି ଆନନ୍ଦପୁର ମେଡ଼ିକାଲ କୁ ଆଣିଥିଲେ ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।
ତେବେ ପ୍ରତିଦିନ ୨୦ ନମ୍ବର ଜାତୀୟ ରାଜପଥ ରେ ଲୋକଙ୍କ ଜୀବନ ଯାଉଛି ଏନ ଏଚ ଆଇ ଏଥିପ୍ରତି ଦୃଷ୍ଟି ଦେବା ସହ ଦ୍ରୁଘଟଣା ରେ ମୃତ୍ୟୁ ବରଣ କରିଥିବା ଡ୍ରାଇଭର ଜଗବନ୍ଧୁ ଙ୍କ ପରିବାର କୁ ସରକାର ଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।
Your point of view caught my eye and was very interesting. Thanks. I have a question for you. https://www.binance.com/pt-PT/join?ref=DB40ITMB
Your article helped me a lot, is there any more related content? Thanks!
Your point of view caught my eye and was very interesting. Thanks. I have a question for you. https://www.binance.info/en-IN/register?ref=UM6SMJM3
Thanks for sharing. I read many of your blog posts, cool, your blog is very good. https://www.binance.info/zh-TC/register?ref=DCKLL1YD