ପ୍ରସ୍ତାବିତ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣକୁ ବନ୍ଦ ରଖିବା ଦାବିରେ ଜିଲ୍ଲା ପ୍ରଶାସନକୁ ଦାବି ପତ୍ର

ଯାଜପୁର କଳିଙ୍ଗନଗର ର ଡୁବୁରୀ ଠାରୁ ଟାଟା ଷ୍ଟିଲ କୁ ପ୍ରସ୍ତାବିତ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣକୁ ବନ୍ଦ ରଖିବା ଦାବିରେ ଆଜି ସ୍ଥାନୀୟ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ମୁତାବକ ଉକ୍ତ ଅଞ୍ଚଳର ଜମି ବନ୍ଦୋବସ୍ତ ରହିଥିବା ବେଳେ ଏବେ ଜମି ଅଧିଗ୍ରହଣ ହେଲେ ପ୍ରକୃତ ଜମି ମାଲିକ କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବେ। ତେଣୁ ଉକ୍ତ ଅଂଚଳର ଜମିକୁ ବନ୍ଦୋବସ୍ତ କରି ତା ପରେ ଜମି ଅଧିଗ୍ରହଣ କରିବାକୁ ଦାବି ହୋଇଛି।

ଆଜି ସ୍ଥାନୀୟ ଅଞ୍ଚଳର ଶତାଧିକ ଗ୍ରାମବାସୀ ଜିଲା ପ୍ରଶାସନକୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

2 thoughts on “ପ୍ରସ୍ତାବିତ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣକୁ ବନ୍ଦ ରଖିବା ଦାବିରେ ଜିଲ୍ଲା ପ୍ରଶାସନକୁ ଦାବି ପତ୍ର

Leave a Reply

Your email address will not be published. Required fields are marked *