ଇତିହାସ ରଚିଲେ ପିଭି ସିନ୍ଧୁ!

ଜାପାନ ଓପନ୍‌ରେ ଭାରତର ସ୍ୱର୍ଣ୍ଣିମ ବିଜୟ

*ପ୍ରଥମ ଭାରତୀୟ ଭାବେ ଜିତିଲେ ଜାପାନ ଓପନ୍ ଟାଇଟଲ୍

*ୟାମାଗୁଚିଙ୍କୁ ହରାଇ ଚାମ୍ପିଅନ୍ ହେଲେ ସିନ୍ଧୁ

*୨ ବର୍ଷ ପରେ ଫାଇନାଲ୍, ସିଧା ଟାଇଟଲ୍!

*୧୯ ମାସର ଟାଇଟଲ୍ ମରୁଡ଼ିର ଅନ୍ତ

*କ୍ୱିନ୍ ଇଜ୍ ବ୍ୟାକ୍’… ସିନ୍ଧୁଙ୍କ ଜବରଦସ୍ତ କମବ୍ୟାକ୍

*ସିନ୍ଧୁ ରଚିଲେ ଭାରତ ପାଇଁ ଗର୍ବ

*ଜାପାନରେ ଉଡ଼ିଲା ତ୍ରିରଙ୍ଗା

*ସିନ୍ଧୁ ଭାଙ୍ଗିଲେ ସବୁ ରେକର୍ଡ, ରଚିଲେ ନୂଆ ଇତିହାସ!