
ଆସନ୍ତା କାଲି ବିଜେଡି ପାଳିବ ତାର ୨୭ ତମ ପ୍ରତିଷ୍ଠା ଦିବସ । ବୈଠକରେ ଅଧକ୍ଷତା କରିବେ ମାନ୍ଯବର ମୁଖ୍ଯ ମନ୍ତ୍ରୀ ନବୀନ ପଟ୍ଟନାୟକ । ସାମିଲ ହେବେ ବିଧାୟକ, ସାଂସଦ, ବରିଷ୍ଠ ନେତାଙ୍କ ସହ ଯୁବ ନେତା । ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପ୍ରତିଷ୍ଠା ଦିବସ ଥିବାରୁ, ଏଥିପାଇଁ ବିଶେଷ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି ଦଳ। ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଭିଜନକୁ ନେଇ ଗଠନ ହୋଇଥିଲା ବିଜେଡି ।ପ୍ରତିଷ୍ଠା ଦିବସରେ କଟକରୁ ଏକ ସାଇକେଲ ଯାତ୍ରା ବାହାରି ସଂଖଭବନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରତିଷ୍ଠା ଦିବସ ପୁର୍ବରୁ ବିଭିନ୍ନ ଜିଲ୍ଲାରେ ଆରମ୍ବ ହୋଇଯାଇଛି ରକ୍ତ ଦାନ ସିବିର।
ବିଜୁଜନତା ଦଳର ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳନ କରିବାକୁ ଦଳ ଲକ୍ଷ୍ଯ ରଖିଥିବା ବେଳେ ଓଡିଶାର ବିକାଶ ଓ ରୁପାନ୍ତରଣ ହେବ ବିଜୁଜନତା ଦଳର ହେବ ନିର୍ବାଚନନୀ ଷ୍ଟାଟେଜୀ ବୋଲି ପ୍ରକାଶ କରିଛନ୍ତି ନେତୃତ୍ୱ ମଣ୍ଡଳି।
Your article helped me a lot, is there any more related content? Thanks! https://accounts.binance.com/register/person?ref=IHJUI7TF
Can you be more specific about the content of your article? After reading it, I still have some doubts. Hope you can help me.