୨୬ ପୂରି ୨୭ ବର୍ଷରେ ପାଦ ଥାପିବ ବିଜେଡି, ଚାଲିଛି ଜୋରଦାର ପ୍ରସ୍ତୁତି

ଆସନ୍ତା କାଲି ବିଜେଡି ପାଳିବ ତାର ୨୭ ତମ ପ୍ରତିଷ୍ଠା ଦିବସ । ବୈଠକରେ ଅଧକ୍ଷତା କରିବେ ମାନ୍ଯବର ମୁଖ୍ଯ ମନ୍ତ୍ରୀ ନବୀନ ପଟ୍ଟନାୟକ । ସାମିଲ ହେବେ ବିଧାୟକ, ସାଂସଦ, ବରିଷ୍ଠ ନେତାଙ୍କ ସହ ଯୁବ ନେତା । ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପ୍ରତିଷ୍ଠା ଦିବସ ଥିବାରୁ, ଏଥିପାଇଁ ବିଶେଷ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି ଦଳ। ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଭିଜନକୁ ନେଇ ଗଠନ ହୋଇଥିଲା ବିଜେଡି ।ପ୍ରତିଷ୍ଠା ଦିବସରେ କଟକରୁ ଏକ ସାଇକେଲ ଯାତ୍ରା ବାହାରି ସଂଖଭବନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରତିଷ୍ଠା ଦିବସ ପୁର୍ବରୁ ବିଭିନ୍ନ ଜିଲ୍ଲାରେ ଆରମ୍ବ ହୋଇଯାଇଛି ରକ୍ତ ଦାନ ସିବିର।

ବିଜୁଜନତା ଦଳର ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳନ କରିବାକୁ ଦଳ ଲକ୍ଷ୍ଯ ରଖିଥିବା ବେଳେ ଓଡିଶାର ବିକାଶ ଓ ରୁପାନ୍ତରଣ ହେବ ବିଜୁଜନତା ଦଳର ହେବ ନିର୍ବାଚନନୀ ଷ୍ଟାଟେଜୀ ବୋଲି ପ୍ରକାଶ କରିଛନ୍ତି ନେତୃତ୍ୱ ମଣ୍ଡଳି।

2 thoughts on “୨୬ ପୂରି ୨୭ ବର୍ଷରେ ପାଦ ଥାପିବ ବିଜେଡି, ଚାଲିଛି ଜୋରଦାର ପ୍ରସ୍ତୁତି

  1. Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?

Leave a Reply

Your email address will not be published. Required fields are marked *