ଜମିପଟ୍ଟାରେ ଥିବା ଭୁଲ୍ ଜାତି ସଂଶୋଧନ ଦାବି, ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ

କେନ୍ଦୁଝର,ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଆଦିବାସୀଙ୍କ ସମସ୍ୟା ବଢୁଛି । ଲୁହା କାମ କରୁଥିବା ଲୋକମାନଙ୍କ ଜମିପଟ୍ଟାରେ ଭୁଲ୍ ତଥ୍ୟ ରହିଛି…