ରାଜ୍ୟକୁ ଆଉ ଦୁଇଟି ‘ବନ୍ଦେ ଭାରତ’ ଦେବାକୁ ନବୀନଙ୍କ ଦାବି

ଓଡ଼ିଶା ଦେଇ ଆଉ ଅଧିକ ଦୁଇଟି ବନ୍ଦେ ଭାରତ ଏକ୍ସେପ୍ରସ ଚଳାଚଳ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…