ସହର ଭିତରେ ପଶିଲା ଭାଲୁ, ଘଉଡ଼ାଇବା ପାଇଁ ବନ ବିଭାଗର ଉଦ୍ୟମ

ପ୍ରବଳ ଗ୍ରୀଷ୍ମ ଯୋଗୁଁ ପୋଖରୀ, ଗାଡ଼ିଆ, କୂଅ ପାଣି ଶୁଖିଗଲାଣି । ବଣ,ଜଙ୍ଗଲରେ ଆମ୍ବ,ପଣସ, ଅନ୍ୟାନ୍ୟ ଫଳମୂଳର ଅଭାବ ଦେଖାଦେଲାଣି ।…