ମାଲକାନଗିରି ଜଙ୍ଗଲ ବୁଲୁଛନ୍ତି ଅଲୁ ଅର୍ଜୁନଙ୍କ ଟିମ

ଦକ୍ଷିଣ ଭାରତର ନାମକରା ଅଭିନେତା ଅଲୁ ଅର୍ଜୁନଙ୍କ ପୁଷ୍ପା ଫିଲ୍ମର ସଫଳତା ପରେ ନିର୍ମାତା ଫିଲ୍ମର ସିକୁଏନ୍ସ ସୁଟ କରିବାକୁ ଯାଉଛନ୍ତି।…