Virat Kohli Birthday : ଡିବିରି ଧୂଆଁରେ କିଙ୍ଗ୍ କୋହଲିଙ୍କ ଚିତ୍ର, ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କଟକର ଶିଳ୍ପୀ !

କିଙ୍ଗ୍ କୋହଲିଙ୍କ ଜନ୍ମଦିନରେ ନିଆରା ଶୁଭେଚ୍ଛା। ରଙ୍ଗ କି ତୂଳୀ ନୁହେଁ, ଡିବିରି ଧୂଆଁରେ ଆଙ୍କିଲେ ବିରାଟ କୋହଲିଙ୍କ ଚିତ୍ର। ଭାରତୀୟ…