ନିର୍ବାଚନ ସମୟରେ ଧର୍ମାନ୍ତରୀକରଣ ଉପରେ ଚଳଚ୍ଚିତ୍ର କାହିଁକି: ଶତ୍ରୁଘନ ସିହ୍ନା

‘ଦି କେରଳ ଷ୍ଟୋରି’ କୁ ନେଇ ସାରା ଦେଶରେ ଦେଖାଦେଇଛି ଫାଟ। ଫିଲ୍ମକୁ ବିଜେପି ସମର୍ଥକ ଜୋରଦାର ସମର୍ଥନ ତଥା ପ୍ରଚାର…