ସବୁଠି ବିଜୟର ଶଙ୍ଖ, ବିଜେଡିର ‘ଶଙ୍ଖ ଭବନ’ ଉଦଘାଟିତ

ରାଜଧାନୀ ଭୁବନେଶ୍ୱରରେ ଉଦଘାଟିତ ହୋଇଛି ଶଙ୍ଖ ଭବନ । ବିଜେଡିର ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।…