ପ୍ରଶ୍ନପତ୍ର ତ୍ରୁଟି, ବିବାଦ ପରେ ପୁଣି OSSC ପରୀକ୍ଷା !

OSSC ପ୍ରଶ୍ନପତ୍ରରେ ତ୍ରୁଟି ପରେ ଜୋରଦାର ବିବାଦ ଦେଖାଦେଇଥିଲା । ତେବେ ଶେଷରେ ଓଏସଏସସି ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ ହୋଇଛି ।…