ଆତିକ ଓ ଅସରଫ ଶରୀରରେ ଲାଗିଛି 14 ଗୁଳି: ପୋଷ୍ଟମର୍ଟମ ରିପୋର୍ଟ

ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଆତିକ ଅହମଦ ଓ ତାର ଭାଇର ଶବ ବ୍ୟବଚ୍ଛେଦ ରବିବାର ହୋଇଛି। ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରୁ…