୨୭୪ଟି ୫୦୦ ଟଙ୍କିଆ ନକଲି ନୋଟ ଜବତ, ଦୁଇ ଗିରଫ

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଭଇଁଷା ଗ୍ରାମରେ ଲକ୍ଷାଧିକ ନକଲି ନୋଟ୍‌ ଜବତ। ନକଲି ନୋଟ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି…