ପାଲଘର ସାଧୁ ହତ୍ୟାର ଶୁଣାଣି ବନ୍ଦ କଲେ ସର୍ବୋଚ୍ଚ ନ୍ୟାୟାଳୟ

ପାଲଘର ସାଧୁ ହତ୍ୟା ମାମଲାର ଆଉ ଶୁଣାଣି କରିବେ ନାହିଁ ସୁପ୍ରିମ କୋର୍ଟ। ମହାରାଷ୍ଟ୍ର ସରକାର ମାମଲାକୁ ସିବିଆଇକୁ ଦେବା ପରେ…