ଓଟିପି ସେୟାରିଂ ସ୍କାମ୍ ନେଇ ୩ ଜଣଙ୍କୁ ଧରିଲା STF

ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ । ନୟାଗଡ଼ ଏବଂ ଯାଜପୁରରୁ ସେମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍…