Binayatosh Mishra Retirement : ଖୁବ୍‌ଶୀଘ୍ର ଓଡ଼ିଶା ପାଇବ ନୂଆ ଡିଜିପି, ନଭେମ୍ବର ୩୦ରେ ଅବସର ନେବେ ବିନୟତୋଷ ମିଶ୍ର

ଭୁବନେଶ୍ୱର: ଓଡ଼ିଶା ପୋଲିସରେ ହେବ ବଡ଼ ପରିବର୍ତ୍ତନ। ଖୁବ୍‌ଶୀଘ୍ର ରାଜ୍ୟକୁ ମିଳିବ ନୂଆ ପୋଲିସ ମହାନିର୍ଦ୍ଦେଶକ। ବଦଳିବ ଓଡ଼ିଶା ପୋଲିସର ମୁଖିଆ।…