Odisha Inflation Rate : ଓଡ଼ିଶାରେ ମହଙ୍ଗା ମାଡ଼! ଦରଦାମ ବୃଦ୍ଧିରେ ଦେଶର ପଞ୍ଚମ ସ୍ଥାନରେ ଓଡ଼ିଶା, ମୁଦ୍ରାସ୍ଫୀତି ହାର ୭.୧୭ ପ୍ରତିଶତ

ରାଜ୍ୟରେ ଥମୁନି ମହଙ୍ଗା ମାଡ଼। ଦରଦାମ ବୃଦ୍ଧିରେ ଅତିଷ୍ଠ ସାଧାରଣ ଜନତା। ପିଆଜଠାରୁ ଆରମ୍ଭ କରି ଅଦା, ରସୁଣ, ଖାଇବା ତେଲ…