ନିଆଁରେ ଜଳିଗଲେ ୭ ନବଜାତ ଶିଶୁ

ଦିଲ୍ଲୀର ଏକ ଶିଶୁ ଡାକ୍ତରଖାନାରେ ଗତ ବିଳମ୍ବିତ ରାତିରେ ଭୀଷଣ ଅଗ୍ନିକାଣ୍ଡ ହୋଇଯାଇଛି । ଏଥିରେ ୭ ନବଜାତ ଜୀବନ୍ତ ଦଗ୍ଧ…

ଦେଶବ୍ୟାପୀ ଏକକାଳୀନ ନିର୍ବାଚନ ପାଇଁ ବିଜେପି ଭେଟିଲା ଏକକ ନିର୍ବାଚନ କମିଟିକୁ

ପୁଣି ୱାନ ନେସନ୍ ୱାନ୍ ଇଲେକସନ ଉପରେ ବିଜେପିର ଗୁରୁତ୍ବ। ଦେଶରେ ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ କରାଇବାକୁ ଏକକ…

ମାନିଲେନି କଟକଣା, ବାଣ ଫୁଟାଇ ଧୂଆଁମୟ କରିଦେଲେ ବାୟୁମଣ୍ଡଳ

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ଫୁଧୂଆଁ ଧୂଆଁ ଜାତୀୟ ରାଜଧାନୀଦିଲ୍ଲୀ ଆକାଶ କୃତ୍ରିମ କୁହୁଡିରେ ପୂର୍ଣ୍ଣଶ୍ବାସ କ୍ରିୟାରେ ଦେଖାଦେଲାଣି ସମସ୍ୟା ଧୂଆଁରେ ଉଡିଲା…

ଆତସବାଜି ଧୂଆଁରେ ଉଡ଼ିଗଲା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରବିବାର ଦିନ ଦିଲ୍ଲୀର ଅନେକ ଅଞ୍ଚଳରେ ଦୀପାବଳିରେ ବାଣ ଉପରେ ନିଷେଧାଦେଶକୁ ଉଲ୍ଲଂଘନ କରାଯାଇଛି। ଶାହପୁର ଜଟ ଏବଂ ହୌଜର ନିର୍ଦ୍ଧିଷ୍ଠ…

ଦିଲ୍ଲୀରେ ଆସନ୍ତା ୧୦ ତାରିଖ ଯାଏଁ ସବୁ ସ୍କୁଲ ବନ୍ଦ

ଜାତୀୟ ରାଜଧାନୀରେ ଉତ୍କଟ ହେଉଛି ବାୟୁ ପ୍ରଦୂଷଣ। ସବୁଆଡେ ଭରି ରହିଛି ଧୂଳି ଓ ଧୂଆଁ। ବାୟୁର ମାନ ଏପରି ନିମ୍ନଗାମୀ…

ଦିଲ୍ଲୀରେ ଜି-୨୦ ସମ୍ମିଳନୀ, ଭାରତ ଆସିବେନି ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗ

ଆସନ୍ତା ମାସ ସେପ୍ଟେମ୍ବର ୯ ତାରିଖରୁ ୧୦ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ର ମହା ସମ୍ମିଳନୀ । ଏହି…

ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଦିଲ୍ଲୀରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ସେପ୍ଟେମ୍ବର ୭ ତାରିଖରେ…

ସର୍ବୋଚ୍ଚ ନ୍ୟାୟାଳୟରେ ପୁରୁଷ କମିଶନ ଗଠନ ଯାଚିକା ଖାରଜ

ପୁରୁଷ କମିଶନ ଗଠନର ସବୁ ବାଟ ବନ୍ଦ। ସୁପ୍ରିମ କୋର୍ଟରେ ଦାବି ଖାରଜ। ପୁରୁଷଙ୍କ ଉପରେ ହେଉନି ଘରୋଇ ହିଂସା, ଏହା…

ଏୟାର ଇଣ୍ଡିଆ ବିମାନରେ ପୁଣି ଜଣେ ଯାତ୍ରୀ କଲେ ପରିସ୍ରା, ଗଲେ ମାମୁଁ ଘର

ପୁଣି ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଅଭଦ୍ରାମୀ। ବିମାନ ଚଟାଣରେ ପୁଣି ଜଣେ ଯାତ୍ରୀ ପରିସ୍ରା କରିବାର ଘଟଣା ସାମ୍ନାକୁ ଆସିଛି।…

ଦିଲ୍ଲୀ ବୈଶାଳୀ କଲୋନୀ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ, ହସ୍ପିଟାଲର ନବଜାତକ ୱାର୍ଡରେ ଲାଗିଲା ନିଆଁ, ୯ ଅଗ୍ନିଶମ ବାହିନୀ ଉଦ୍ୟମରେ ନିଆଁ ନିୟନ୍ତ୍ରିତ, ୨୦ ନବଜାତକଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର