ପଶ୍ଚିମବଙ୍ଗରେ ତେଜୁଛି ଉତ୍ତେଜନା: ଭିଡ ଆଗରେ ଅସହାୟ ପୋଲିସ

ପଶ୍ଚିମ ବଙ୍ଗରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ହିଂସା ଉଗ୍ର ହେବାରେ ଲାଗିଛି। ଆଦିବାସୀଙ୍କ ଆକ୍ରମଣରେ ଅସ୍ତବ୍ୟସ୍ତ ହୋଇପଡିଛି…