ରତଲାମରୁ ଇନ୍ଦୋର ଯାଉଥିବା ମେମୁ ଟ୍ରେନର 2 କୋଚରେ ଲାଗିଲା ନିଆଁ

ମଧ୍ୟପ୍ରଦେଶର ରତଲାମରୁ ଇନ୍ଦୋର ବାହାରିଥିବା ମେମୁ ଟ୍ରେନର 2ଟି କୋଚରେ ରବିବାର ସକାଳୁ ସକାଳୁ ନିଆଁ ଲାଗିଯାଇଥିଲା। ଟ୍ରେନ  ପ୍ରିତମ ନଗର…