ରାୟଗଡ଼ାରେ ପୁଣି ମାଓବାଦୀ ସକ୍ରିୟ, ଗଛ ପକାଇ ରାସ୍ତା ଅବରୋଧ

କିଛି ଦିନର ନିରବତା ପରେ ରାୟଗଡ଼ାରେ ପୁଣି ମାଓବାଦୀ ସକ୍ରିୟ ହେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ବିଜିଏନ ଡିଭିଜିନାଲ କମିଟି…