ବଡ଼ବିଲ ଗୁଳିକାଣ୍ଡ ଘଟଣା, ତଦନ୍ତ ଦିଗ ବଦଳାଉଛି ପୋଲିସ: ବିଜେପି

କେନ୍ଦୁଝର ବଡ଼ବିଲ ଗୁଳିକାଣ୍ଡ ଘଟଣାରେ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତଙ୍କ ସଂପୃକ୍ତି ରହିଛି । ଚାପରେ ଆସି ତଦନ୍ତର ଦିଗ ବଦଳାଉଛି…