Deomali Gate Controversy : ଦେଓମାଳି ଗେଟ୍ ବିବାଦକୁ ନେଇ ମହାଭାରତ ! ପୋଲିସ-ଗ୍ରାମବାସୀ ମୁହାଁମୁହିଁ, ଆନ୍ଧ୍ରରେ ମିଶିଯିବାକୁ ଚେତାବନୀ !

କୋରାପୁଟ : ଦେଓମାଳି ଗେଟ୍‌କୁ ନେଇ ତେଜିଲା ବିବାଦ। ମୁହାଁମୁହିଁ ହେଲେ ପୋଲିସ ଓ ଗ୍ରାମବାସୀ। ପ୍ରଶାସନ ହଟାଇଲା ଫାଟକ, ତାତିଲେ…