ମୋ ବିରୁଦ୍ଧରେ ଚକ୍ରାନ୍ତ; ବିଜେପି ଛାଡ଼ିଲା ପରେ ‘ହାତ’ ଧରିଲେ ଶେଟ୍ଟାର

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀଙ୍କ ପରେ…