Kalinga Ghati : ଦୀର୍ଘ ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି! ଆଜିଠାରୁ ଗଡ଼ିଲା ସବୁ ଗାଡ଼ି, ଯାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି

ଦୀର୍ଘ ୪୬ ଦିନର ଅପେକ୍ଷାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଶେଷରେ ଖୋଲିଲା କଳିଙ୍ଗା ଘାଟି ରାସ୍ତା। ଏଣିକି ଆଉ ବୁଲାଣି ରାସ୍ତାରେ ଯିବାକୁ…