ସ୍ୱାମୀର ଶୁଦ୍ଧିକ୍ରିୟା ପାଇଁ ଅର୍ଥ ଯୋଗାଡ଼ ଚିନ୍ତା, ସାହାଯ୍ୟ ପାଇଁ ବିଧବାଙ୍କ ଗୁହାରି

ଆଖିରୁ ଲୁହ ଶୁଖିଗଲା । ଦୁଃଖକଷ୍ଟରେ ଚାଲିଛି ପରିବାର । ତିନି ତିନିଟା ପିଲା । ସେମାନଙ୍କ ଦାୟିତ୍ୱ କିପରି ନେବେ…