ବିଭିନ୍ନ ଚର୍ଚ୍ଚରେ ପାଳିତ ହୋଇଯାଇଛି ଇଷ୍ଟର ସନଡେ

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କମ୍ପର ଗ୍ରାମରେ ପ୍ରଭୁ ଯୀଶୁଙ୍କର (ଇଷ୍ଟର)ବା ପୁନରୁଥାନ ଦିବସ ଧୁମ ଧାମ ରେ ପାଳନ ହୋଇଯାଇଛି…