ଭାରତୀୟ ‘ଟଙ୍କା’ ହେଲା ଚତୁର୍ଥ ଆନ୍ତର୍ଜାତିକ ମୁଦ୍ରା

ଭାରତ ପାଇଁ ଖୁସି ଖବର ଆଣିଛି ‘ଟଙ୍କା’। ଆନ୍ତର୍ଜାତିକ ମୁଦ୍ରା ବିନିମୟ କ୍ଷେତ୍ରରେ ଦ୍ରୁତ ଗତିରେ ଅଗ୍ରସର ହେଉଛି ଭାରତୀୟ ‘ଟଙ୍କା’।…