କାଲିଠାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ…ତ୍ରୁଟିଶୂନ୍ୟ ମୂଲ୍ୟାୟନକୁ ଗୁରୁତ୍ୱ

ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୩ ତାରିଖ ଠାରୁ ଚଳିତବର୍ଷର ମାଟ୍ରିକ ସମ୍ମେଟିଭ୍-୨ (matric summative-2) ପରୀକ୍ଷା ଖାତା ମୂଲ୍ୟାୟନ (Audit work)ହେବ…