ଟ୍ରାନ୍ସଫର୍ମରରେ ପିଟିହୋଇ ଦୋକାନ ଘରେ ଚଢ଼ିଗଲା ହାଇୱା

କଟକ ଚାନ୍ଦବାଲି ରୋଡ୍ ସାଲେପୁର ନିକଟ ସପନପୁରରେ ଦୁର୍ଘଟଣା । ପାରାଦୀପରୁ ଆସୁଥିବା ଏକ ଜିପସମ୍ ବୋଝେଇ ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇଛି…