ଭାଲୁ ଆକ୍ରମଣରେ ମହିଳା ଗୁରୁତର

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କୋଲିମାଟି ଗାଁର ସୁକାନ୍ତି ବେହେରା ନାମକ ଜଣେ ମହିଳା ଗାଁ ନିକଟସ୍ଥ ଜଙ୍ଗଲ କୁ ଛେଳି…

ଦୋଷୀକୁ ଗିରଫ ଦାବିରେ ନାୟକାଣିଡ଼ିହି ଥାନା ଭିତରକୁ ଧସେଇ ପଶିଲେ ଗ୍ରାମବାସୀ

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ନାୟକାଣିଡ଼ିହି ଥାନାରେ ଦେଖିବାକୁ ମିଳିଛି ଉତ୍ତେଜନା | ଦୋଷୀକୁ ଗିରଫ ଦାବିରେ ନାୟକାଣିଡ଼ିହି ଥାନା…

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧା ମୃତ

ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ନାଚିନ୍ଦା ଛକ ରାସ୍ତା ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯିବା ଫଳରେ…

ମେସିନରେ ଚାପିହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାନିମୁରା ଜଙ୍ଗଲ ଠାରେ ନିର୍ମାଣ ହୋଇଥିବା ମାସ ବାୟୋ ଫୁଏଲସ ପ୍ରାଇଭେଟ ଲିମିଟେଡ ଇଥନାଲ ପ୍ଲାଣ୍ଟ…

ବନ୍ଦର ନିଷିଦ୍ଧାଞ୍ଚଳରେ ଟ୍ରେନ୍ ଧକ୍କାରେ ଶ୍ରମିକ ମୃତ

ପାରାଦ୍ଵୀପ- ବନ୍ଦର ନିଷିଦ୍ଧାଞ୍ଚଳରେ ଟ୍ରେନ୍ ଧକ୍କାରେ ଗୁରୁତର ଶ୍ରମିକ ସତ୍ୟ ସୁବ୍ରତ ଦଳାଇ ମୃତ। ଘଟଣାକୁ ନେଇ ପରିବାର ଓ ଶ୍ରମିକ…

୩ ବାଇକକୁ ପିଟିଲା ବସ, ଦୁର୍ଘଟଣା କଏଦ କଲା ସିସିଟିଭି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ପିତୀରି ପଞ୍ଚାୟତ ଖଇରାମୁଣ୍ଡା ଗାଁ ନିକଟରେ ବାଇକକୁ ଏକ…

ଆରପାରିରେ ସମୀର ଦେ

ବିଜେପିର ବରିଷ୍ଠ ନେତା ତଥା ତିନି ତିନି ଥର ବିଧାୟକ ସମୀର ଦେ’ ପରଲୋକ । ୬୭ ବର୍ଷ ବୟସରେ ଚିକିତ୍ସାଧୀନ…

ପଦ୍ମପୁରରେ ଲଜ୍ଜା,ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା !

ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ସାମ୍ନାକୁ ଆସିଲା ଲଜ୍ଜା ଜନକ ଘଟଣା । ମଛମାରିବାକୁ ଘରୁ ଡାକି ନେଇ ୪…

ଗୁଜୁରାଟରେ ହତ୍ୟା, ଓଡ଼ିଶାରୁ ଗିରଫ

ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା । ହତ୍ୟା ପରେ ୱାଶିଂମେସିନରେ ମୃତଦେହ ରଖିଥିଲା ଅଭିଯୁକ୍ତ । ଶେଷରେ…

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଚାଲିଗଲା ଯୁବକଙ୍କ ଜୀବନ

ବାଇକରୁ ପଡି ଚାଲିଗଲା ଯୁବକଙ୍କ ଜୀବନ । ମୃତ ଯୁବକ ଜଣକ ହେଲେ ଭାଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ବିଦେଇପୁରର ରତିକାନ୍ତ…