୮୨ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗକଲେ ବରିଷ୍ଠ ବିଜେଡି ନେତା ଡା. ଦାମ ରାଉତ

ଓଡିଶା ରାଜନୀତିର ପିତାମହ କୁହାଯାଉଥିବା ପାରାଦ୍ବୀପ, ଏରସମାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଆଉ ନାହାନ୍ତି।…